ଆଜି ପବିତ୍ର ଶାମ୍ବ ଦଶମୀ : ପରିବାରର ମଙ୍ଗଳ କାମନା କରି ମହିଳାମାନେ କରିଥାନ୍ତି ସୂର୍ଯ୍ୟ ପୂଜା

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ … Continue reading ଆଜି ପବିତ୍ର ଶାମ୍ବ ଦଶମୀ : ପରିବାରର ମଙ୍ଗଳ କାମନା କରି ମହିଳାମାନେ କରିଥାନ୍ତି ସୂର୍ଯ୍ୟ ପୂଜା